24NEWSODIA–ବଢ଼ିଲା e-KYC ଅବଧି। ଆସନ୍ତା ଡିସେମ୍ବର ୩୧ ଯାଏ ଅବଧି ବଢ଼ାଇଲେ ସରକାର। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ସମସ୍ତ ପିଡ଼ିଏସ ହିତାଧିକାରୀ ହେବେ ଉପକୃତ। ବର୍ତ୍ତମାନ ହିତାଧିକାରୀଙ୍କ ଆଧାରଭିତ୍ତିକ ଇ-କେୱାଇସି ପ୍ରକ୍ରିୟା ଜାରି ରହିଛି। ସମସ୍ତ ୧୧,୮୨୭ ଗୋଟି ଖାଉଟି ସୁଲଭ ମୂଲ୍ୟ ଦୋକାନ ତଥା ୩୧୪ ବ୍ଲକ ଓ ୬୪ ପୌରାଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ରାସନ କାର୍ଡ଼ ପରିଚାଳନା କେନ୍ଦ୍ର ଗୁଡ଼ିକରେ ଜାରି ରହିଛି I କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ଇ-କେ.ୱାଈ.ସି ହୋଇନଥିବା କାରଣରୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କରାଯାଇନାହିଁ I କୌଣସି କାରଣରୁ ଈ-କେ.ୱାଈ.ସି କରାଇ ନ ପାରିଥିବା ହିତାଧିକାରୀ ଡିସେମ୍ବର ୩୧ ସୁଦ୍ଧା ନିକଟସ୍ଥ ଖାଉଟି ସୁଲଭ ମୂଲ୍ୟ ଦୋକାନ ବା ରାସନ କାର୍ଡ଼ ପରିଚାଳନା କେନ୍ଦ୍ରକୁ ଯାଇ ନିଜ ଆଧାର ଯୁକ୍ତ ଈ-କେ.ୱାଈ.ସି କରାଇ ପାରିବେ ।
You might like
ଅଗଷ୍ଟ ୨୭ ନା ୨୮ କେବେ ବାନ୍ଧିବେ ରାଖି? ଜାଣନ୍ତୁ ଭଦ୍ରା କାଳ ଓ ଶୁଭ ସମୟ
126 views
·
2 months ago
ସାବଧାନ! ଆପଣଙ୍କ ପିଲାଠାରେ Vitamin D କମ୍ ନାହିଁ ତ? ଜାଣନ୍ତୁ ଲକ୍ଷଣ ଓ ସମାଧାନ
82 views
·
2 months ago
ଥଣ୍ଡା, କାଶ ଓ ଗଳା ବିନ୍ଧାରୁ ତୁରନ୍ତ ମୁକ୍ତି! ଅଦା ଚା’ ନା କାଢ଼ା? ଡାକ୍ତର/ଆୟୁର୍ବେଦ କ’ଣ କହେ?
610 views
·
2 months ago
ଆଖି ଡୋଳା ଲାଲ୍ ପଡ଼ୁଛି କି? ଜାଣନ୍ତୁ ଏହା କେତେ ଭୟଙ୍କର ଏବଂ ଏହାର ସମାଧାନ
109 views
·
2 months ago
ଆପଣ ବି ଭୁଲ୍ ସମୟରେ କଦଳୀ ଖାଉନାହାନ୍ତି ତ? ଜାଣନ୍ତୁ କଦଳୀ ଖାଇବାର ସଠିକ୍ ନିୟମ।
94 views
·
2 months ago
୧୫ ଦିନରେ ବ୍ରଣ ଗାଏବ! 😱 ବ୍ୟବହାର କରନ୍ତୁ ଏହି ସହଜ ସ୍କିନ୍ କେୟାର ରୁଟିନ୍
96 views
·
2 months ago
ସାବଧାନ୍! ଅଳ୍ପ ଚାଲିଲେ ବା ସିଢ଼ି ଚଢ଼ିଲେ ଧଇଁସଇଁ ହେବା ହୃଦଘାତର ଲକ୍ଷଣ ନୁହେଁ ତ?
85 views
·
2 months ago
ଧର୍ମଶାଳାରେ ବଡ଼ ଧମାକା! ବିଜେପିରେ ଯୋଗଦେବେ କି ବିଜେଡିର ଏହି ପ୍ରଭାବଶାଳୀ ଯୁବ ନେତା?
235 views
·
3 months ago
ଓଡ଼ିଶାରେ ଫେଲ୍ ମଣ୍ଡଳ କମିଶନ! ୫୪% ପଛୁଆ ବର୍ଗଙ୍କୁ ମିଳୁନି ସଂରକ୍ଷଣ, ସରକାରଙ୍କ ଉପରେ ବର୍ଷିଲେ ସମାଜବାଦୀ ପାର୍ଟି
139 views
·
3 months ago
୧୫ ମିନିଟ୍ରେ ବନାନ୍ତୁ ବର୍ଷା ଦିନିଆ ଗରମ ଗରମ ସୁପ୍ ☕
118 views
·
3 months ago
