ଗତକାଲି ଭଳି ଆଜି ମଧ୍ୟ ଗୃହରେ ଅଚଳାବସ୍ଥା ଦେଖା ଦେଇପାରେ। ଗୃହକାର୍ଯ୍ୟ ଆରମ୍ଭରୁ ଏସିସିବି ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ସରକାରଙ୍କୁ ଘେରି ପାରନ୍ତି ବିରୋଧୀ । ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗୃହକୁ ଅଚଳ କରୁଛନ୍ତି ବିରୋଧୀ। ସେହିପରି ଆଜି ଯୋଜନା ଓ ସଂଯୋଜନା, ସୂଚନା ଓ ଲୋକ ସମ୍ପର୍କ, ପରିବହନ, ବାଣିଜ୍ୟ, ଜଳ ସମ୍ପଦ, ଇସ୍ପାତ ଓ ଖଣି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ରହିଛି ପ୍ରଶ୍ନକାଳ। ସେପଟେ ଅପରାହ୍ନରେ ଜଳ ସଂପଦ ବିଭାଗର ଖର୍ଚ୍ଚ ଦାବି ସଂପର୍କରେ ଆଲୋଚନା ରହିଛି ।
You might like
ଅଗଷ୍ଟ ୨୭ ନା ୨୮ କେବେ ବାନ୍ଧିବେ ରାଖି? ଜାଣନ୍ତୁ ଭଦ୍ରା କାଳ ଓ ଶୁଭ ସମୟ
126 views
·
2 months ago
ସାବଧାନ! ଆପଣଙ୍କ ପିଲାଠାରେ Vitamin D କମ୍ ନାହିଁ ତ? ଜାଣନ୍ତୁ ଲକ୍ଷଣ ଓ ସମାଧାନ
82 views
·
2 months ago
ଥଣ୍ଡା, କାଶ ଓ ଗଳା ବିନ୍ଧାରୁ ତୁରନ୍ତ ମୁକ୍ତି! ଅଦା ଚା’ ନା କାଢ଼ା? ଡାକ୍ତର/ଆୟୁର୍ବେଦ କ’ଣ କହେ?
611 views
·
2 months ago
ଆଖି ଡୋଳା ଲାଲ୍ ପଡ଼ୁଛି କି? ଜାଣନ୍ତୁ ଏହା କେତେ ଭୟଙ୍କର ଏବଂ ଏହାର ସମାଧାନ
109 views
·
2 months ago
ଆପଣ ବି ଭୁଲ୍ ସମୟରେ କଦଳୀ ଖାଉନାହାନ୍ତି ତ? ଜାଣନ୍ତୁ କଦଳୀ ଖାଇବାର ସଠିକ୍ ନିୟମ।
94 views
·
2 months ago
୧୫ ଦିନରେ ବ୍ରଣ ଗାଏବ! 😱 ବ୍ୟବହାର କରନ୍ତୁ ଏହି ସହଜ ସ୍କିନ୍ କେୟାର ରୁଟିନ୍
96 views
·
2 months ago
ସାବଧାନ୍! ଅଳ୍ପ ଚାଲିଲେ ବା ସିଢ଼ି ଚଢ଼ିଲେ ଧଇଁସଇଁ ହେବା ହୃଦଘାତର ଲକ୍ଷଣ ନୁହେଁ ତ?
85 views
·
2 months ago
ଧର୍ମଶାଳାରେ ବଡ଼ ଧମାକା! ବିଜେପିରେ ଯୋଗଦେବେ କି ବିଜେଡିର ଏହି ପ୍ରଭାବଶାଳୀ ଯୁବ ନେତା?
235 views
·
3 months ago
ଓଡ଼ିଶାରେ ଫେଲ୍ ମଣ୍ଡଳ କମିଶନ! ୫୪% ପଛୁଆ ବର୍ଗଙ୍କୁ ମିଳୁନି ସଂରକ୍ଷଣ, ସରକାରଙ୍କ ଉପରେ ବର୍ଷିଲେ ସମାଜବାଦୀ ପାର୍ଟି
139 views
·
3 months ago
୧୫ ମିନିଟ୍ରେ ବନାନ୍ତୁ ବର୍ଷା ଦିନିଆ ଗରମ ଗରମ ସୁପ୍ ☕
118 views
·
3 months ago
