ବିଜେପିକୁ ନବୀନଙ୍କ କଡ଼ା ଟାର୍ଗେଟ୍‌ ! 180

ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ଆସି ଆୟୋଜିତ ଏକ ସଭାରେ ଦମ୍‌ ଦେଖାଇଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୋହନ ସରକାରଙ୍କୁ କଡ଼ା ଟାର୍ଗେଟ୍‌ କରି ନବୀନ କହିଛନ୍ତି, ୧୬ ମାସର ଭାଜପା ସରକାର କାମରେ ଜିରୋ। ମିଶନ ଶକ୍ତି ମହିଳା ୮ ମାସ ହେଲା ଦରମା ପାଇନାହାନ୍ତି।

ରାଜ୍ୟରେ ବିକାଶ ପୂରା ବନ୍ଦ। ସେମାନେ ଗେମ୍‌ ଚେଞ୍ଜର ନୁହନ୍ତି, ନେମ୍‌ ଚେଞ୍ଜର। ଆପଣଙ୍କ ସହ ଓ ବିଜେଡି ସହିତ ବେଇମାନି ହୋଇଛି। ନୂଆପଡ଼ାବାସୀଙ୍କ ଉଦ୍ଦେଶ୍ୟରେ ନବୀନ ଆହୁରି କହିଛନ୍ତି, ଆପଣମାନଙ୍କ କ୍ଷୋଭ ପାଇଁ ନଭେମ୍ବର ୧୧ରେ ଆମେ ପ୍ରତିଶୋଧ ନେବା।

ନବୀନ ବି ଏସ୍‌କେଓ୍ବାଇ ଭଲ ନା ଆୟୁଷ୍ମାନ ଭଲ ବୋଲି ଉପସ୍ଥିତ ଜନତାଙ୍କୁ ପଚାରି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

Leave a Reply

Your email address will not be published. Required fields are marked *

You might like

© 2026 24 News Odia - WordPress Video Theme by WPEnjoy