ଖଣି ଅଧିକାରୀଙ୍କ ଘରେ ନୋଟ୍‌ର ପାହାଡ଼: ଭିଜିଲାନ୍ସ ବି ଚକିତ, ଗଣିବାକୁ ଲାଗିଲା ମେସିନ୍! 351

ବିଡ଼ା ବିଡ଼ା ଖଡ଼ ଖଡ଼ିଆ ନୋଟ । ୧୦୦, ୨୦୦ ରୁ ୫୦୦ ଟଙ୍କିଆ ନୋଟ ଚଟାଣ ଉପରେ ଚକ ଚକ କରୁଛି । ମେସିନ ଲାଗିଛି, ଗଣା ଚାଲିଛି । ମଝିରେ ମଝିରେ ବ୍ୟାଙ୍କ କର୍ମଚାରୀଙ୍କ ମେସିନ ବି ଜାମ ଧରୁଛି । ଗୋଟିଏ ପରେ, ଗୋଟିଏ ଟଙ୍କା ବିଡ଼ା ଗଣା ଚାଲିଛି । ଥାକ ଥାକ କରି ଟ୍ରଲି ବ୍ୟାଗରେ ଖଞ୍ଜା ହୋଇ ରଖା ଯାଉଛି । ଘରର ପ୍ରତିଟି କୋଣରୁ ମିଳୁଛି ପୁଳାପୁଳା ଟଙ୍କା । ଯୁଆଡେ ହାତ ବୁଲାଉଥିଲେ ଭିଜିଲାନ୍ସ ଅଧିକାରୀ ସିଆଡୁ ମିଳୁଥିଲା ଟ୍ରଲି ବ୍ୟାଗ ଭିତରୁ ନଗଦ ଟଙ୍କା । ଦୃଶ୍ୟ ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଗଲେ I ଗଣି ଗଣି ହାଲିଆ ବ୍ୟାଙ୍କ ଓ ଭିଜିଲାନ୍ସ କର୍ମଚାରୀ । କୁବେର ଅଫିସରଙ୍କ ଘରୁ ମିଳିଛି ନଗଦ ୪ କୋଟି ୨୭ ଲକ୍ଷ ଟଙ୍କା ଆଉ ସୁନା ଗହଣା । ଯାହା ହେଉଛି ଓଡିଶା ଭିଜିଲାନ୍ସ ଇତିହାସର ସର୍ବାଧିକ

Leave a Reply

Your email address will not be published. Required fields are marked *

You might like

© 2026 24 News Odia - WordPress Video Theme by WPEnjoy