ହ୍ୟୁମାନ୍‌ ସାଗରଙ୍କ ଅବସ୍ଥା ସଙ୍କଟାପନ୍ନ ! 187

ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଜଟିଳ ରହିଛି। ତାଙ୍କୁ ଭୁବନେଶ୍ବର ଏମ୍‌ସ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କର ଲିଭର୍‌ ଖରାପ ଥିବାବେଳେ କିଡ୍‌ନୀ ଗୁରୁତର ଭାବେ ପ୍ରଭାବିତ ହୋଇଛି

ଭୁବନେଶ୍ବର ଏମ୍ସ ICUରେ ଭର୍ତ୍ତି ହେଲେ ହ୍ୟୁମାନ୍‌ ସାଗର। ଲିଭରରେ ସମସ୍ୟା ଯୋଗୁଁ ବିଗୁଡୁଛି ସ୍ବାସ୍ଥ୍ୟାବସ୍ଥା। ଗଲା କିଛି ଦିନ ଧରି ଲିଭର ସମସ୍ୟାରେ ପୀଡିତ ଲୋକପ୍ରିୟ ସିଙ୍ଗର।

ଏକାଧିକ ଅଙ୍ଗ ଅଚଳ ହୋଇ ପଡ଼ିଥିବା ସୂଚନା ମିଳିଛି। ଦିଲ୍ଲୀ ଏୟାରଲିଫ୍ଟ ନେଇ ଯୋଜନା ଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

You might like

© 2026 24 News Odia - WordPress Video Theme by WPEnjoy