January 22, 2025

24News Odia

News for All

ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟରେ ବର୍ଷା !

Lorem ipsum dolor sit amet,sed diam nonumy eirmod tempor invidunt ut labore et dolore magna aliquyam erat, At vero eos et accusam et justo duo dolores et ea rebum. Lorem ipsum dolor sit amet, no sea takimata sanctus est Lorem ipsum dolor sit amet. Stet clita kasd gubergren, no sea takimata sanctus est Lorem ipsum dolor sit amet. no sea takimata sanctus est Lorem ipsum dolor sit amet. no sea takimata sanctus est Lorem ipsum dolor sit amet. sed diam voluptua.

ରାଜ୍ୟରେ ଅସହ୍ୟ ତାତି ଓ ଗୁଳୁଗୁଳି ଜୀବନକୁ ଅସ୍ତବ୍ୟସ୍ତ କରିଲାଣି । ଘର ଭିତରେ ହେଉ କି ବାହାରେ ସବୁଠି ଜନଜୀବନ ହନ୍ତସନ୍ତ ହେଉଛନ୍ତି । ରାଜ୍ୟରେ ମୌସୁମୀ ବାୟୁ ପ୍ରବେଶ କରିଲାଣି କିନ୍ତୁ ମୌସୁମୀ ବାୟୁର କୌଣସି ବି ପ୍ରଭାବ ଓଡ଼ିଶା ଉପରେ ପଡୁନାହିଁ । ରାଜ୍ୟରେ ଖରା, ଗରମ ଓ ଗୁଳୁଗୁଳି ଲାଗି ରହିଛି ।

ଆସନ୍ତା ଦୁଇ ଦିନ ମଧ୍ୟରେ ପାଗରେ ପରିବର୍ତ୍ତନ ଆସିବ ଆଉ ଏହି ଅସହ୍ୟ ତାତିରୁ ଆଶ୍ବସ୍ତି ମିଳିବ । ଉପକୂଳବର୍ତ୍ତୀ ଅଞ୍ଚଳରେ ଅଧିକ ଗୁଳୁଗୁଳି ଅନୁଭୂତ ହେଉଛି । ଆସନ୍ତା ୧୭ ତାରିଖରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିବା ସହିତ ଆସନ୍ତା ୧୮ ତାରିଖରେ  ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ତାତିରୁ ଆଶ୍ବସ୍ତି ମିଳିବ । ଆସନ୍ତା  ୧୮ ଓ ୧୯ରେ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ମୌସୁମୀ ବାୟୁର ବର୍ଷା ଅପେକ୍ଷାରେ ସାରା ରାଜ୍ୟବାସୀ ।

About The Author

Copyright © 24newsodia | Newsphere by AF themes.