ଏହି ସବୁ ଜିଲ୍ଲାରେ ତାଣ୍ଡବ, ଭାଙ୍ଗିଲା ଗଛ ଘର ଗାଡ଼ି
ପୁଡୁଚେରି ନିକଟରେ ସ୍ଥଳଭାଗ ଛୁଇଁଲା ବାତ୍ୟା ବାତ୍ୟା ‘‘ଫେଞ୍ଜଲ’ । ୩ରୁ ୪ ଘଣ୍ଟା ଧରି ଚାଲିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ୭୦ରୁ ୮୦ କିଲୋମିଟର ବେଗରେ ବହିଲା ପବନ
ପ୍ରବଳ ବର୍ଷା ଫଳରେ ଜନଜୀବନ ପ୍ରଭାବିତ । ପୁଡୁଚେରୀରେ ପ୍ରାୟ ୧୨ ଲକ୍ଷ ଲୋକ ସ୍ଥାନାନ୍ତର । ଗ୍ରାଉଣ୍ଡରେ NDRF ଟିମ୍ର ରେସକ୍ୟୁ ଅପରେସନ୍ ।
ପ୍ରବଳ ବର୍ଷା ଫଳରେ ଜନଜୀବନ ପ୍ରଭାବିତ । ପୁଡୁଚେରୀରେ ପ୍ରାୟ ୧୨ ଲକ୍ଷ ଲୋକ ସ୍ଥାନାନ୍ତର । ଗ୍ରାଉଣ୍ଡରେ NDRF ଟିମ୍ର ରେସକ୍ୟୁ ଅପରେସନ୍ । ଏହି ସମୟରେ ଘଣ୍ଟା ପ୍ରତି ପବନର ବେଗ ଥିଲା ୭୦ରୁ ୮୦ କିଲୋମିଟର । ପୁଡୁଚେରୀ ଓ ତାମିଲନାଡୁରେ ପ୍ରବଳ ବର୍ଷା ହୋଇଛି । ପବନ ଫଳରେ ଅନେକ ସ୍ଥାନରେ ବହୁ ଗଛ ଭାଙ୍ଗିବା ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡ଼ିଛି । ସେହିଭଳି ବହୁ କଚ୍ଚା ଘର ମଧ୍ୟ ଭାଙ୍ଗି ନଷ୍ଟ ହୋଇଛି ।